ଶରୀରର ଏହିସବୁ ଅଙ୍ଗ ସଫା କରିବା ସମୟରେ କରୁଛନ୍ତି କି ଭୁଲ… ହୋଇପାରେ ସମସ୍ୟା

ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ପରିଷ୍କାର ତଥା ପରିଚ୍ଛନ ରହିବା ନିହାତି ଜରୁରୀ। ଏଥିପାଇଁ ସ୍ନାନ କରାଯାଇ ଦିନର ଆରମ୍ଭ କରାଯାଇଥାଏ। ତେବେ ଶରୀରରେ ଏପରି କିଛି ସ୍ଥାନ ଅଥବା ଅଙ୍ଗ ରହିଛି, ଯାହାକୁ ଆମେ ଭଲଭାବେ ସଫା କରି ନ ଥାଉ। ମାତ୍ର ଏହା କାଳକ୍ରମେ ସମସ୍ୟା ସୃଷ୍ଟି କରିପାରେ। ଜାଣନ୍ତୁ ସେ ସବୁ ବିଷୟରେ..

ଦିନକୁ ଆମେ ୩ରୁ ୪ ଥର ମୁହଁ ଧୋଇଥାଉ। ରାତିରେ ମୁହଁ ଧୋଇ ଶୋଇବାକୁ ଅନେକ ପସନ୍ଦ କରିଥାନ୍ତି। ମାତ୍ର ସକାଳେ ମୁହଁ ଧୋଇବା ନିହାତି ଜରରୀ ହୋଇଥାଏ। କାରଣ ବିଛଣାରେ ଥିବା ବ୍ୟାକ୍ଟେରିଆ ରାତିରେ ମୁଁହକୁ ଯାଇଥାଏ। ଏଣୁ ସକାଳୁ ଉଠି ମୁହଁ ଧୋଇବା ଆବଶ୍ୟକ।

କିଛିଲୋକ ବ୍ରଶ ଠିକ୍‌ ଭାବରେ କରି ନ ଥାନ୍ତି, ଯେଉଁଥିପାଇଁ ସେମାନଙ୍କ ଦାନ୍ତ ହଳଦିଆ ପଡିଥାଏ। ତେବେ ଠିକ୍‌ ଭାବରେ ବ୍ରଶ କରିବାକୁ ହେଲେ ୪୫ ଡିଗ୍ରୀ ଆଙ୍ଗେଲରେ ବ୍ରଶକୁ ଧରି ଦାନ୍ତ ଘଷନ୍ତୁ।

ଗାଧୋଇବା ସମୟରେ ଅନେକ ଲୋକ ସେମାନଙ୍କ ନାଭି ସଫା କରିବାକୁ ଭୁଲିଯାଇଥାନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଥିରେ ହିଁ ଅଧିକ ଜୀବାଣୁ ରହିଥାଏ। ଏଣୁ ଏହାକୁ ସଫା କରିବା ନିହାତି ଆବଶ୍ୟକ।

ମହିଳାମାନେ ସାଧାରଣତଃ ଲମ୍ବା ଚୁଟି ଥିବା କେଶ ସଫା କରିବା ସମୟରେ କେଶରୁ ସାମ୍ପୋ ଛଡାଇ ପାରି ନ ଥାନ୍ତି। ଯାହାଫଳରେ କେଶ ଝଡିବା ପରି ସମସ୍ୟା ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri