Posted inଜାତୀୟ

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌ କରି କଇଁ କଇଁ ହୋଇ କାନ୍ଦିଲେ ମା

ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍‌ନାଟ୍‌ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍‌ ହୋଇଥିଲେ। ତାଙ୍କ ମର ଶରୀର ରବିବାର ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଥିଲା। ପୁଅ ବଦଳରେ ମର ଶରୀରକୁ ନେବାକୁ ଆସିଥିବା ମା ଉଷା ଶୁକ୍ଳା ଶହୀଦ୍‌ଙ୍କୁ ସାଲ୍ୟୁଟ୍‌ କରିବା ସହିତ କଇଁ କଇଁ ହୋଇ କାନ୍ଦି ଉଠିଥିଲେ। ଉପସ୍ଥିତ ପରିବାର ପରିଜନଙ୍କ ଆଖିରୁ ଛୁଟିଥିଲା ଲୁହର ବନ୍ୟା। ସେଠାରେ ଉପସ୍ଥିତ ଥିବା ଅନୁରାଗଙ୍କ ଭଉଣୀ ଅଞ୍ଜୁ ଅଞ୍ଜୁ କହି ପାର୍ଥିବ ଶରୀର ଉପରେ ଲୋଟି ପଡ଼ିଥିଲେ। ଫଳରେ ପରିବେଶ ବେଶ୍‌ ଶୋକାକୁଳ ହୋଇ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ

ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ଅଧିକ ହେବ କି? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୧୯।୩: କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବୁଧବାର କହିଛନ୍ତି ଯେ ସରକାର କର୍ମଚାରୀଙ୍କ ଅବସର ବୟସ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର...

‘ଭାରତର ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ…’: ଏହି ପ୍ରସଙ୍ଗରେ ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର...

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ...

Jioକୁ ଝଟ୍‌କା ଦେବେ ଏଲନ ମସ୍କ! ୮୦ରୁ ୯୦ଗୁଣ ଅଧିକ ରହିବ ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ,୧୯।୩: ଭାରତରେ ଇଣ୍ଟରନେଟ ସ୍ପିଡ ଓ କନେକ୍ଟିଭିଟି ନିରନ୍ତର ଉନ୍ନତ ହେବାରେ ଲାଗିଛି। ଏବେ ଏହି ପରିବର୍ତ୍ତନରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।...

ବଡ଼ ଖବର: ଏଣିକି ସପ୍ତାହକୁ ୫ଦିନ ଖୋଲିବ ବ୍ୟାଙ୍କ୍‌?

ନୂଆଦିଲ୍ଲୀ,୧୯।୩: ଏଣିକି ସପ୍ତାହକୁ ପାଞ୍ଚ ଦିନ ରହିପାରେ ବ୍ୟାଙ୍କର କାର୍ଯ୍ୟକାଳ। ଏନେଇ ବଡ଼ ନିଷ୍ପତ୍ତି ଆସିପାରେ। ଭାରତରେ, ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ପାଞ୍ଚ ଦିନ (ସୋମବାରରୁ...

ବନ୍ଦ ଫ୍ଲାଟ୍‌ରୁ ୮୦ କୋଟିର ସୁନା ଜବତ: ଜାଣନ୍ତୁ କେଉଁଠୁ ଆସିଲା ଏତେ ସୁନା

ଅହମଦାବାଦ, ୧୯ା୩:ସୁନା ଚୋରାଚାଲାଣ ବିରୋଧରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଓ ଗୁଜରାଟର ଆଣ୍ଟି ଟେରୋରିଜମ୍‌ ସ୍କ୍ବାଡ୍‌(ଏଟିଏସ୍‌)କୁ ସଫଳତା ମିଳିଛି। ଅହମଦାବାଦର ପାଲଡ଼ି ଅଞ୍ଚଳରେ ଥିବା ଏକ...

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୋଷ୍ଟର ଓ୍ବାର, ଭାଜପାକୁ ତାରି ଭାଷାରେ ଜବାବ ଦେଲା ଟିଏମସି

କୋଲକାତା,୧୯।୩: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ସରଗରମ ତୀବ୍ର ହୋଇଛି। ଏବେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ପୋଷ୍ଟର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image