Categories: ଜାତୀୟ

ଶିରୋମଣି ଅକାଳି ଦଳର ନେତା ନିର୍ବାଚିତ ହେଲେ ସୁଖବୀର

ଚଣ୍ଡିଗଡ଼,୧୪।୧୨: ସର୍ବସମ୍ମତି କ୍ରମେ ଶନିବାର ଶିରୋମଣି ଅକାଳି ଦଳର ଅଧ୍ୟକ୍ଷ ଭାବେ ସୁଖବୀର ସିଂ ବାଦଲଙ୍କୁ ପୁଣିଥରେ ନିର୍ବାଚିତ କରାଯାଇଛି। ବହୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ପ୍ରକାଶ ସିଂ ବାଦଲଙ୍କର ପୁଅ ସୁଖବୀର ଏବେ ଫିରୋଜପୁରରୁ ଏମ୍‌ପି ଅଛନ୍ତି। ସୁଖବୀରଙ୍କ ସ୍ତ୍ରୀ ହରସିମରତ କୌର ବାଦଲ ଭାଜପା ସରକାରରେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି।

Share