Categories: ଜାତୀୟ

ଶିଲା ଦୀକ୍ଷିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଦୀକ୍ଷିତଙ୍କର ଦିଲ୍ଲୀପ୍ରତି ଅବଦାନ ବହୁତ। ଶାସନ କ୍ଷମତାରେ ଥିବା ସମୟରେ ସେ ଦିଲ୍ଲୀରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ମୋଦି ଟୁଇଟ୍‌ କରି ଜଣାଇଛନ୍ତି।

Share