ନୂଆଦିଲ୍ଲୀ,୩୦।୧୨: ଆଉ ଦିନକ ପରେ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଛୁଟି ତାଲିକା ବିଷୟରେ ଜାଣିନେବା ଜରୁରୀ।
୧ ଜାନୁଆରୀ : ନୂଆବର୍ଷ , ୨ ଜାନୁଆରୀ : ମନ୍ନମ ଜୟନ୍ତୀ, ୫ ଜାନୁଆରୀ : ରବିବାର, ୬ ଜାନୁଆରୀ : ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ୧୧ ଜାନୁଆରୀ : ଦ୍ବିତୀୟ ଶନିବାର, ୧୨ ଜାନୁଆରୀ : ରବିବାର ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ୧୪ ଜାନୁଆରୀ: ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ, ୧୫ ଜାନୁଆରୀ : ତିରୁବଲ୍ଲୁବର ଦିବସ, ମାଘ ବିହୁ ଓ ମକର ସଂକ୍ରାନ୍ତି, ୧୬ ଜାନୁଆରୀ : ଉଜ୍ଜର ତିରରୁନଲ, ୧୯ ଜାନୁଆରୀ ରବିବାର, ୨୨ ଜାନୁଆରୀ : ଇମୋଇନ, ୨୩ ଜାନୁଆରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ। ୨୫ ଜାନୁଆରୀ : ଚତୁର୍ଥ ଶନିବାର, ୨୬ ଜାନୁଆରୀ : ଗଣତନ୍ତ୍ର ଦିବସ, ୩୦ ଜାନୁଆରୀ : ସୋନମ ଲୋସର।