ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ ତେଳରେ ଦୁଇ କୋଲା ରସୁଣ ଫୁଟାଇ ଏହାକୁ ଉଷୁମ ଥିବା ସମୟରେ ପାଦ ଏବଂ ଶରୀରରେ ମାଲିସ୍‌ କଲେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ସହିତ ଥକାପଣ ଦୂର ହୋଇଥାଏ। ଏପରି କରିବା ଦ୍ୱାରା ଥଣ୍ଡା ସମସ୍ୟା ମଧ୍ୟ ଦୂର ହୋଇଥାଏ। ସପ୍ତାହରେ ୨ଥର ପାଦ ତଥା ଦେହରେ ସୋରିଷ ତେଲ ମାଲିସ କଲେ ବହୁ ଉପକାର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share