ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ବର୍ଷା

ବାରିପଦା ଅଫିସ,୨୬।୭- ମୟୂରଭଞ୍ଜ ଜିଲାରେ ବୁଧବାର ସନ୍ଧ୍ୟାରୁ ବିଭିନ୍ନ ସମୟରେ ବର୍ଷା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ମୋଟ ୪୯୦.୧୮ ମିମି ବର୍ଷା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ୬୪.୨ ମି.ମି ବର୍ଷା ହୋଇଛି। ସେହିପରି ମୋରଡା ବ୍ଲକରେ ୭ ମିମି, ରାସଗୋବିନ୍ଦପୁରରେ ୭ ମିମି, କୁଳିଅଣାରେ ୯.୧ ମିମି, ସାରସକଣାରେ ୨ ମିମି, ବାଙ୍ଗିରିପୋଷିରେ ୫୪.୮ ମିମି, ବାରିପଦାରେ ୫୫ ମିମି, ଖୁଣ୍ଟାରେ ୯ ମିମି, ଗୋପବନ୍ଧୁନଗରରେ ୯ ମିମି, ଉଦଳାରେ ୧୦ ମିମି, କପ୍ତିପଦାରେ ୧୯ ମିମି, ବିଶୋଇରେ ୪ ମିମି, କୁସୁମୀରେ ୪୪ ମିମି, ଜାମଦାରେ ୫ ମିମି, ଯଶିିପୁରରେ ୭.୦୮ ମିମି, କରଞ୍ଜିଆରେ ୯ ମିମି, ଠାକୁରମୁଣ୍ଡାରେ ୨୯ ମିମି, ଶୁକୃଳିରେ ୨୫ ମିମି, ରରୁଆଁରେ ୪୦ ମିମି, ଶାମାଖୁଣ୍ଟାରେ ୫୨ ମିମି, ବଡସାହିରେ ୨୩ ମିମି ଓ ବେତନଟୀ ବ୍ଲକରେ ୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଭିତରେ ପଡି ରହିଛି ମହିଳାଙ୍କ ମୃତଦେହ : ବଳାତ୍କାର ପରେ ହତ୍ୟା ସନ୍ଦେହ 

ମୋରଡା,୧୪।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଜଗନ୍ନାଥ ମନ୍ଦିର ପାଖ ଜଙ୍ଗଲରେ ଜଣେ ଲୋଧା ଜନଜାତି ମହିଳାଙ୍କ ମୃତଦେହ...

ବାରିପଦାରେ ଚାଞ୍ଚଲ୍ୟ: ଘରେ ପଶି ବ୍ୟବସାୟୀଙ୍କ ବେକ କାଟିଦେଲେ…

ବାରିପଦା,୧୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ବ୍ୟବସାୟୀଙ୍କ ବେକକୁ କାଟି ଅତି ନିର୍ମମ ଭାବେ...

ସରକାରୀ ଡାକ୍ତରଖାନାରୁ ଦୁଇ ଶିଶୁଙ୍କୁ ଅପହରଣ ବେଳେ ଧରାପଡ଼ିଲେ ମହିଳା

ବାରିପଦା,୯।୩: ମୟୂରଭଞ୍ଜ ଜିଲାର ବାରିପଦାରେ ଥିବା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍) ରୁ ଜଣେ ମହିଳା ଦୁଇ ଶିଶୁ ଶିଶୁଙ୍କୁ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ...

ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ

ଉଦଳା,୬।୩(ସନ୍ତୋଷ ବାଛିନି) ରାତିରେ ହଠାତ ହେଲା ଅଗ୍ନିକାଣ୍ଡ, ଆଉ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଗଲା ଘର। ଆଉ ଝିଅ ବାହାଘର ପାଇଁ ଘରେ...

ଟାଙ୍ଗିଆରେ ବାପର ମୁଣ୍ଡ ହାଣିଲା ପୁଅ, ଅଳ୍ପକେ ବର୍ତ୍ତିଲା ମାଆ

ବାରିପଦା,୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।...

ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ

କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩...

ମିନି ମାରାଥନରେ ଦୌଡିଲେ ମୁଖ୍ୟମନ୍ତ୍ରୀ Mohan Majhi

କରଞ୍ଜିଆ,୨।୩: ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଅନୁଷ୍ଠିତ ହୋଇଛି ମିନି ମାରାଥନ। ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉଦ୍‌ଘାଟନବେଳେ ନିଜେ ଦୌଡରେ ସାମିଲ...

ଜିଲାପାଳଙ୍କୁ ଭେଟିବାକୁ ଅନ୍ଧାର ରାତିରେ ୨୫ କିମି ଚାଲିଲେ ଅନ୍ତେବାସୀ

ବାରିପଦା,୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧିନ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image