ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ

ଭଦ୍ରକ ଅଫିସ, ୨୫।୯:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାୟତ ଅନ୍ତର୍ଗତ ଉଆସ ଗ୍ରାମର ବୃଦ୍ଧ ମହେଶ୍ୱର ସେନାପତି ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ପୋଖରୀରେ ବୁଡି ଯାଇଥିବା ସନ୍ଦେହରେ ଭଦ୍ରକ ଅଗ୍ନିଶମ ବିଭାଗ ପୋଖରୀରେ ଖୋଜାଖୋଜି କରୁଥିବା ଜଣାପଡିଛି।