Categories: ଜାତୀୟ

ସଂସଦରେ ଆଗତ ହେଲା ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୨୪।୬: ସଂସଦରେ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍‌ ସମେତ ଆଧାର ସଂଶୋଧନ ତଥା ଅନ୍ୟ ବିଲ୍‌ ଆଗତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡୀ ଆଗତ କରିଥିଲେ। ସେହିପରି ଆଧାର ସଂଶୋଧନ ବିଲ୍‌ ରବିଶଙ୍କର ପ୍ରସାଦଙ୍କ ଦ୍ୱାରା ଲୋକ ସଭାରେ ଆଗତ ହୋଇଛି।

Share