Categories: ଜାତୀୟ

ସମୁଦ୍ର ପତ୍ତନ ୮.୫ ସେ.ମି. ବଢ଼ିଛି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଉପକୂଳରେ ସମୁଦ୍ର ପତ୍ତନ ୮. ୫ ସେ.ମି. ବୃଦ୍ଧି ପାଇଛି ବୋଲି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି। ଦେଶର ଉପକୂଳ ଅଞ୍ଚଳର ସମୁଦ୍ର ପତ୍ତନ ବର୍ଷକୁ ହାରାହାରି ୧.୭୦ ମି.ମି. ବଢ଼ୁଛି।

Share