Categories: Video

ସରକାରଙ୍କ ତଥ୍ୟ କେତେ ସତ୍ୟ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ଖବରଜାତା ସମ୍ମିଳନୀରେ ସୂଚନା ଦିଆଯାଉଛି । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ ଲୋକମାନେ ଭରସା କରୁଛନ୍ତି । ହେଲେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ପ୍ରକାଶ ପାଇଛି ।