Categories: ଜାତୀୟ

ସରକାରୀ ବାସଭବନ ଛାଡିଲେ ଗୋଗୋଇ

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିଥିଲେ। ସରକାରୀ ବାସଭବନରେ ରହିବା ପାଇଁ ତାଙ୍କୁ ଏକ ମାସ ଅନୁମତି ଥିଲେ ମଧ୍ୟ ସେ ଏହାକୁ ଛାଡ଼ି ଦେଇଛନ୍ତି। ଏବେ ସେ ୫ କ୍ରିଷ୍ଣା ମେନନ୍‌ ମାର୍ଗ ସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର ହୋଇଛନ୍ତି। ଦେଶର ପ୍ରଥମ ପ୍ରଧାନ ବିଚାରପତି ଭାବେ ସେ ଅବସର ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଏପରି କରିଛନ୍ତି।

Share