Advertisement

ସରକାରୀ ସାହାଯ୍‌ରୁ ବଁଚିତ୍‌ ଦିବ୍ୟାଙ୍ଗ ପପିତା

ପାଇକମାଲ, ୧୫।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ କେନାବୁଦା ଗଁାର ଜଗବନ୍ଧୁ ସାହୁକଁର ଝି’ ପପିତା ସାହୁ(୮)। ସେ ଚାଲିବୁଲି କି କଥା କହି ନାଇଁପାରବାର। ଶହେ ପରତିଶତ ଭିନ୍ନକ୍ଷମ ଆଏ। ହେଲେ ଡାକ୍‌ତରମାନକର କହେବାର ହେଲା ପପିତାକୁଁ ଉଚ ଚିକିଛା କଲେ ସେ ଭଲ ହେଇଯିବେ। ହେଲେ ଜଗବନ୍ଧୁ ଝନେ ନିହାତି ଗରିବ୍‌ ଲୋକ୍‌। ସେ ଯାହା ରୁଜ୍‌ଗାର କରୁଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ଗୁଟେ ବଲି ଝି’ ପପିତାର ଉଚ ଚିକିଛା କଥା ଚିନ୍‌ତା ବି କରି ନାଇଁପାରବାର। ଇଆଡ଼େ ଜଗବନ୍ଧୁ ଝି’ର ଭିନ୍ନକ୍ଷମ ଭତାର ଲାଗି ପାଇକମାଲ ବ୍ଲକରେ ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ପପିତାକୁଁ ଉଚ ଚିକିଛା ସଂଗେ ଉନିଅଁା ସରକାରୀ ସୁବିଧା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।

Share