Categories: ଖେଳ

ସର୍ବଭାରତୀୟ ରେଲଓ୍ବେ ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୯।୧୨(କ୍ରୀଡ଼ା ପ୍ରତିନିଧି)- ସିକନ୍ଦରାବାଦଠାରେ ଚାଲିଥିବା ସର୍ବଭାରତୀୟ ରେଲଓ୍ବେ ହକି ଟୁର୍ନାମେଣ୍ଟର ଫାଇନାଲରେ କ୍ରମାଗତ ତୃତୀୟ ଥରପାଇଁ ଅମ୍ପାୟରିଂ କରିବାକୁ ଯାଉଛନ୍ତି ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି। ସୋମବାର ପ୍ରତିଯୋଗିତାର ଫାଇନାଲ ଆରସିଏଫ ପଞ୍ଜାବ ଓ ନୂଆଦିଲ୍ଲୀର ନର୍ଦର୍ନ ରେଲଓ୍ବେ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବରୁ ନିଶାନ ୨୦୧୭ରେ ଗୁଆହାଟୀ ଓ ୨୦୧୮ରେ ଚେନ୍ନାଇରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ମଧ୍ୟ ପରିଚାଳନା କରିଥିଲେ।

Share