Advertisement
Categories: ବାଣିଜ୍ୟ

ସହଯୋଗର ହାତ ବଢାଇଲା ରିଲାଏନ୍ସ ଫାଉଣ୍ଡେଶନ

ଭୁବନେଶ୍ୱର,୧୨-୫: ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ଲାଗି ରିଲାଏନ୍ସ ଫାଉଣ୍ଡେଶନ ସହାୟତାର ହାତ ବଢାଇଛି। ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣି ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, ବୈଷୟିକ ସହାୟତା, ପ୍ରକ୍ରିୟାକରଣ ସହାୟତା ପ୍ରଦାନ ଦିଗରେ ଏହା କାର୍ଯ୍ୟ କରୁଛି। ପ୍ରଭାବିତ ଲୋକମାନେ କିଭଳି ସରକାରୀ ସହାୟତା ଲାଭ କରିବେ ସେ ନେଇ ଏହା ବିଭିନ୍ନ ସରକାରୀ ବିଭାଗ ସହ ସଂଯୋଜନା ସ୍ଥାପନ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share