Categories: ଖେଳ

ସାହାଣୀ କପ୍‌ ଫୁଟବଲ ୩ରୁ

କଟକ ଅଫିସ,୨୯ା୧୧- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଡିସେମ୍ବର ୩ରୁ ୧୩ ପର୍ଯ୍ୟନ୍ତ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌-୨୦୧୯ ଖେଳାଯିବ। ବରଗଡ଼ ଓ ଢ଼େଙ୍କାନାଳର ବିଭିନ୍ନ ଗ୍ରାଉଣ୍ଡରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ ଖେଳାଯିବ। ୨୯ଟି ଜିଲା ଦଳ ଏଥିରେ ଭାଗନେବେ। ୨୫ଜଣ ମ୍ୟାଚ୍‌ ଅଫିସିଆଲ ପରିଚାଳନା ଦାୟିତ୍ୱରେ ରହିବେ ।

Share