Categories: Video

ଶାହରୁଖଙ୍କୁ କାହିଁକି ସାନିଟାଇଜର ଦେଲେ କାଜଲ | This is why Kajol gave Shahrukh a sanitiser

In this episode of Cine Jhalak, we will tell you how coronavirus has affected the Hindi movie industry. Besides, we will also let you know about the Hindi movie to be made on the pandemic, Kajol giving Shahrukh a hand sanitiser to create awareness and versatile singer Shreya Ghosal’s musical journey.

 

ସିନେ ଝଲକର ଏହି ଏପିସୋଡରେ ଦେଖିବା ସାରା ବିଶ୍ବରେ କରୋନା ଆତଙ୍କ ପରେ ବଲିଉଡରେ ଏହାର ପ୍ରଭାବ କଣ ପଡିଛି । ଶାହରୁଖ ଖାନଙ୍କୁ କାହିଁକି ସାନିଟାଇଜର ଦେଲେ କାଜଲ । କରୋନାକୁ ନେଇ କେଉଁ ବଲିଉଡ ଫିଲ୍ମ ତିଆରି ହେବ । ବଲିଉଡର୍ ଭରସାଟାଇଲ୍ ସିଙ୍ଗର ଶ୍ରେୟା ଘୋଷାଲଙ୍କ ସଙ୍ଗୀତର ସଫର କେମିତି ଥିଲା ।