Categories: ଜାତୀୟ

ସିଏଏକୁ ନେଇ ଡିଏମ୍‌କେର ‘ମେଗା ରାଲି’

ଚେନ୍ନାଇ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରାୟ ୬ଦିନ ହେବ ସାରା ଦେଶରେ ହିଂସାର ବାତାବରଣ ଦେଖାଯାଇଛି। ଏହାକୁ ଅନେକ ବିରୋଧ କରୁଥିବା ବେଳେ ଆଉ କେହି କେହି ଏହାକୁ ସ୍ବାଗତ ମଧ୍ୟ କରୁଛନ୍ତି। ଏହାକୁ ନେଇ ସୋମବାର ତାମିଲନାଡୁର ଡିଏମ୍‌କେ ଓ ଏହାର ମେଣ୍ଟ ଦଳ ଏକ ‘ମେଗା ରାଲି’ର ଆୟୋଜନ କରିଛନ୍ତି। ଏଥିରେ ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ, କଂଗ୍ରେସ ନେତା ପି. ଚିଦାମ୍ବରମ, ଏମ୍‌ଡିଏମ୍‌କେର ଭାଇକୋଙ୍କ ସମେତ ବହୁ କର୍ମୀ ମଧ୍ୟ ଯୋଗ ଦେଇଛନ୍ତି।

Share