Advertisement

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।  ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
-କଞ୍ଚା କଦଳୀରେ ଥିବା କ୍ୟାଲସିୟମ ହାଡ଼ ମଜଭୂତ କରିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ।
-ଦିନେ ଦୁଇଦିନ ଏହାକୁ ଖାଇଲେ କୌଣସି ଲାଭ ମିଳି ନ ଥାଏ।
-ରାତିରେ ଯେଉଁମାନଙ୍କୁ ନିଦ ହୋଇ ନ ଥାଏ ସେମାନେ ନିୟମିତ ଭାବେ ରାତିରେ ସିଝା କଦଳୀର ପାଣି ପିଇଲେ ସୁଫଳ ମିଳିଥାଏ।
– ଚୋପାଲଗା କଦଳୀକୁ ସିଝାଇ ଏହାର ପାଣି ପିଇଲେ ଶରୀରର ଆହୁରି କିଛି ସମସ୍ୟା ଠିକ୍‌ ହୋଇଥାଏ ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel