Categories: Video

ସିନେ ଝଲକ: କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ !

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା…

* କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌

* ଫିଲ୍ମ ଷ୍ଟାଇଲରେ ପ୍ରମୋଶନ କଲେ ସଚିନ

* ଖୁବଶୀଘ୍ର ବିବାହ କରିବେ ଅର୍ଜୁନ-ମଲାଇକା !

* କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି

* ଇରଫାନଙ୍କୁ ଏମିତି ମନେ ପକାଉଛନ୍ତି ପତ୍ନୀ ସୁତପା