Categories: ଖେଳ

ସିରିଜ ଜିତିଲା ବାଂଲାଦେଶ

ଢାକା, ୧୨୩ (ଏଏଫ୍ପି)- ଭ୍ରମଣକାରୀ ଜିମ୍ବାେଓ୍ବ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍କୁ ବାଂଲାଦେଶ ୯ ଉଇକେଟ୍ର ବୃହତ୍ ବ୍ୟବଧାନରେ ଜିତିନେଇଛି ପ୍ରଥମେ ବ୍ୟାଟିଂ କରି ଜିମ୍ବାେଓ୍ବ ବ୍ରେଣ୍ଡନ ଟେଲରଙ୍କ ଅପରାଜିତ ୫୯ ରନ ବଳରେ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୧୯ ରନ କରିଥତ୍ଲା ଜବାବରେ ବାଂଲାଦେଶ ୧୫.୫ ଓଭରରେ ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥତ୍ଲା ଓପନର୍ ଲିଟନ ଦାସ (୬୦) ଓ ସୌମ୍ୟ ସରକା (୨୦) ଅପରାଜିତ ରହି ଦଳକୁ ଜିତାଇଥତ୍ଲେ ମ୍ୟାଚ୍ ଜିତିବା ସହ ଘରୋଇ ବାଂଲାଦେଶ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି ପୂର୍ବରୁ ପ୍ରଥମ ଟି୨୦କୁ ମଧ୍ୟ ବାଂଲାଦେଶ ୪୮ ରନରେ ଜିତିଥତ୍ଲା

Share