ସିଲ୍‌ଜୋରା, କାଳିମାଟି ଖଣି ହାତେଇଲେ ଓଡ଼ିଆ ଖଣି ବ୍ୟବସାୟୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦୁଝର ଜିଲା ଅନ୍ତର୍ଗତ ସିଲ୍‌ଜୋରା ଏବଂ କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ଓଡ଼ିଆ ଖଣି ବ୍ୟବସାୟୀ ଦେବବ୍ରତ ବେହେରା ହାତେଇଛନ୍ତି। ଗୁରୁବାର ଚାଲିଥିବା ନିଲାମୀ ପ୍ରକ୍ରିୟାରେ ୧୫୪ ପ୍ରତିଶତ ପ୍ରିମିୟମ୍‌ ପୈଠ ସର୍ତ୍ତରେ ଏହି ଖଣିର ଲିଜ୍‌ ଦେବବ୍ରତଙ୍କୁ ମିଳିଛି। ଏହି ଖଣିରେ ୦.୭୨ ମେଟ୍ରିକ୍‌ ଟନ୍‌ ଲୁହାପଥର ଏବଂ ୩.୮୪୬ ମେଟ୍ରିକ ଟନ୍‌ ମାଙ୍ଗାନିଜ୍‌ ରହିଛି।

Share