Categories: Video

ସୀମାରେ ସହୀଦ ଯବାନଙ୍କ ମଧ୍ୟରେ ୨ ଓଡିଆ

ଭାରତ-ଚାଇନା ମଧ୍ୟରେ ବିବାଦ ଦିନକୁ ଦିନକୁ ତିବ୍ର ହେବାରେ ଲାଗିଛି । ସଂଘର୍ଷରରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୨୦ ଯବାନ ସହୀଦ ହୋଇଛନ୍ତି । ସହୀଦ ଯବାନଙ୍କ ମଧ୍ୟରେ ୨ ଜଣ ଓଡିଆ ଅଛନ୍ତି । ସେମାନେ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍ ।