Categories: Video

ସୀମା ସିଲ୍ କ୍ବାରାଣ୍ଟାଇନରେ ୧୫୦ ରୁ ଅଧିକ ଶ୍ରମିକ

ଲକଡାଉନ ସମୟରେ ଲୋକେ ଘରକୁ ଫେରିବାକୁ ଚାହୁଁଛନ୍ତି । ହେଲେ ଜମଶୋଳା ଠାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ଓଡିଶାରୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ କାମ କରିବାକୁ ଯାଉଥିଲେ ୧୫୦ ରୁ ଅଧିକ ଶ୍ରମିକ । ତେବେ ସେମାନେ ସୀମା ପାର ହେବାକୁ ଚାହୁଁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି ।

 

Violating prohibitory orders amid the coronavirus outbreak, migrant workers from different states are walking 100s of kilometers to reach their natives. But, a different scene was seen in the Odisha-West Bengal border today as cops detained 150 migrant workers who were on their way to WB and Jharkhand in search of work. Unaware of the prohibitory orders, the labourers were walking all the way to find work. Cops stopped them and have put all of them under quarantine.