Categories: Video

ସୁରୁଖୁରୁରେ ସ୍ନାନଯାତ୍ରା ସଅଳ ଅଣସରବାସ

ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇଥିଲେ ବିଶ୍ୱନିୟନ୍ତା । ମାତ୍ର କରୋନ କଟକଣା ନେଇ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ସମ୍ପାଦନ ହୋଇଥିଲା । ପରେ ତିନିଦିଅଁ ଦୁର୍ଲଭ ଗଜାନନ ବେଶରେ ସଜେଇ ହୋଇଥିଲେ । ଅପରାହ୍ନରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସହ ଅନ୍ୟାନ ନିତିକାନ୍ତି ଶେଷ ହେବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଥିଲେ ।