ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ ନ ଥାଏ ବରଂ ଘରେ ରହୁଥିବା ଲୋକେ ସୁସ୍ଥ ରହି ଥାଆନ୍ତି ବୋଲି ନିକଟରେ ୟୁନିଭର୍ସିଟି ଅଫ୍‌ ଟେଲେସିରେ ହୋଇଥିବା ଗବେଷଣାରୁ ଜଣାପଡିଛି। ଗବେଷକଙ୍କ ମତରେ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ଯେଉଁସବୁ ଗଛକୁ ରୋପଣ କରାଯାଇଥାଏ ତାହାଦ୍ୱାରା ପରିବେଶ ସୁସ୍ଥ ରହିଥାଏ। ତେଣୁ ସୁସ୍ଥ ପରିବେଶରେ ଯେଉଁମାନେ ବି ରୁହନ୍ତି ସେମାନେ ସୁସ୍ଥ ରହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣକୁ କମ୍‌ ଦେଖାଇଥାଏ ଏହି କଲର ଆଉଟ୍‌ଫିଟ୍‌

ଷ୍ଟାଇଲିଶ୍‌ ଓ ଗ୍ଲାମର୍ସ ଦେଖାଯିବା ପାଇଁ ହେଲେ ପ୍ରଥମେ ନିଜ ଆଉଟ୍‌ଫିଟ୍‌ ଉପରେ ଧ୍ୟାନଦେବାକୁ ହେବ। ତେବେ ବ୍ଲାକ୍‌ କଲର ଆଉଟ୍‌ଫିଟ୍‌ ମୋଟାପଣକୁ କମ୍‌ ଦେଖାଇଥାଏ।...

ସକାଳୁ ସକାଳୁ ପିଲାମାନଙ୍କୁ ରେଡିକରି ସ୍କୁଲ ପଠାଇବାକୁ ଥକି ପଡୁଛନ୍ତି କି, ଜାଣନ୍ତୁ…

ପିଲାଙ୍କ ସକାଳୁଆ ସ୍କୁଲ ହେଲେ  ସେମାନଙ୍କୁ ରେଡି କରୁଥିବା ଲୋକଟି ହିଁ ବେଶି ଥକିପଡେ। ଆଜିର ଜୀବନଶୈଳୀ ଲେଟ୍‌ରେ ଶୋଇବା ଲେଟ୍‌ରେ ଉଠିବା ପାଇଁ ଏହି...

ଜାଣନ୍ତୁ ବେଲପତ୍ର କିପରି କରିଦେବ ସୁନ୍ଦର

ତ୍ୱଚାରେ ଯଦି ବିଭିନ୍ନ ପ୍ରକାର ଦାଗ ରହିଥାଏ ଅଥବା କୁଣ୍ଡାଇ ହେଉଥାଏ ତେବେ ବେଲପତ୍ରକୁ ବାଟି ସେହି ସ୍ଥାନରେ ଲଗାନ୍ତୁ। କିଛିଦିନ ପରେ ଏହି ସମସ୍ୟା...

ଶରୀରକୁ ସୁସ୍ଥ ରଖେ ରଜନୀଗନ୍ଧା

ରଜନୀଗନ୍ଧାର ନାମ ନେବା ମାତ୍ରେ ଆମ ଆଖି ସାମ୍ନାରେ ଏକ ସତେଜ ଧଳା ସୁଗନ୍ଧିତ ଫୁଲର ପ୍ରତିଛବି ଉଙ୍କି ମାରୁଥାଏ। ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି...

ପିଜୁଳିରେ ରହିଛି ଅନେକ ପୋଷକତତ୍ତ୍ୱ, ମାତ୍ର ଏହି ରୋଗୀଙ୍କୁ ଖାଇବା ମନା, ଜାଣନ୍ତୁ କାହିଁକି…

ପିଜୁଳି ଏମିତି ଏକ ଫଳ ଯାହା ବହୁତ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଭାବରେ ବିବେଚନା କରାଯାଏ। ଅଧିକାଂଶ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି...

ଚିନାବାଦାମ ଖାଇଲେ ଦୂର ହୁଏ ଏସବୁ ସମସ୍ୟା…

ଚିନାବାଦାମରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏହାକୁ ଖାଇଲେ ଦୃଷ୍ଟି ଶକ୍ତି ଆହୁରି ପ୍ରଖର ହୋଇଥାଏ। ‘ପ୍ରଖର...

ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା...

ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌…

ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ଖାଇବାକୁ ପ୍ରାୟ ଅନେକଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ। ହେଲେ ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri