ଦିନିକୁ ଦିନ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟରେ ଏହାଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି । ତେବେ ନିକଟରେ ସୁସ୍ଥ ହୋଇ ଫେରିଥିବା ପ୍ରଥମ କରୋନା ଆକ୍ରାନ୍ତ ତାଙ୍କ ଅନୁଭୂତି କହିଛନ୍ତି । ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ତାଙ୍କ ଅନୁଭୂତି..