ସୂର୍ଯ୍ୟ ଚାରିପଟେ ବଳୟ ଦୃଶ୍ୟମାନ

ଜି.ଉଦୟଗିରି,୧୦ା୫(ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର ପୂବାହ୍ନ ପ୍ରାୟ ୧୧ଟା ୧୫ରୁ ଅଧ ଘଣ୍ଟା ଧରି ସୂର୍ଯ୍ୟଙ୍କ ଚାରିପଟେ ଏକ ବଳୟ ଦୃଶ୍ୟମାନ ମିଳିଥିଲା। ବହୁ ଲୋକ ବାହାରକୁ ଆସି ଏହି ଦୃଶ୍ୟ ଦେଖିଥିଲେ। ସୂର୍ଯ୍ୟ ଦେବତା ବଳୟ ସୃଷ୍ଟି କରି ଆମମାନଙ୍କୁ କରୋନାରୁ ସୁରକ୍ଷା ଦେଉଛନ୍ତି ବୋଲି ଅନେକ ଲୋକେ ଆଲୋଚନା କରିଥିଲେ।

Share