Categories: ଜାତୀୟ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସୁରକ୍ଷିତ

ଜମ୍ମୁ,୩।୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ପ୍ରାୟ ୧୧ଟା ୧୫ରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ବାହାରି ଆସିଥିବା ସୂଚନା ମିଳିଛି। ଏହା ଜମ୍ମୁ-କଶ୍ମୀରର ରିଆସି ଜିଲାରେ ହୋଇଥିବା ସୂଚନା ମିଳିଛି। ହେଲେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share