Categories: Video

ସେଲିବ୍ରିଟିଙ୍କ ରଜ ପାଳନ

ଓଡିଶାର ପାରମ୍ପରିକ ପର୍ବ ରଜକୁ ସମସ୍ତେ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। କିନ୍ତୁ ଏଥର କରୋନା ମହାମାରୀ ଭିତରେ ଆମ ଓଲିଉଡ୍ ସେଲିବ୍ରିଟି ମାନେ ରଜ କେମିତି ପାଳନ କରିଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ …