Categories: ଜାତୀୟ

ସେଲିବ୍ରେଶନ୍‌ ମୁଡରେ ଭାଜପା

ବେଙ୍ଗାଲୁର,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସାରା ଦେଶରେ ପାଖାପାଖି ୨୨୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୧ ଆସନରେ ଆଗରେ ରହିଛି। ଏପର୍ଯ୍ୟନ୍ତ କେହି ବିଜୟୀ ଘୋଷିତ ହୋଇ ନାହାଁନ୍ତି ସତ। ହେଲେ କର୍ନାଟକର ବେଙ୍ଗାଲୁରରେ ଥିବା ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି।

Share