ସୋମବାର ଝାରସୁଗୁଡ଼ା ଆସିବେ ଡିଜିପି

ଝାରସୁଗୁଡା ଅଫିସ,୧୨।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲା ଗସ୍ତରେ ଆସିବେ। ଏ ନେଇ ଝାରସୁଗୁଡା ଜିଲା ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି ରବିବାର ସୂଚନା ଦେଇଛନ୍ତି। ଏହି ଗସ୍ତ କାଳରେ ଅପରାହ୍ନ ୨ଟା ୩୦ରୁ ୫ ଟା ମଧ୍ୟରେ ଡିଜିପି ଅଭୟ କରୋନା ମୁକାବିଲା ପାଇଁ ଜିଲା ପୋଲିସର ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Share