Categories: Video

ସ୍ଥଗିତ ରଥଯାତ୍ରାର ଇତିହାସ

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ରଥ । ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଯଦି ଆମେ ଇତିହାସର ପୃଷ୍ଠାକୁ ଓଲଟାଇବା ତେବେ ରଥଯାତ୍ରା ବନ୍ଦ ହେବା ପ୍ରଥମଥର ନୂହଁ । ଆସନ୍ତୁ ଦେଖିବା ପୂର୍ବରୁ କେବେ ରଥଯାତ୍ରା ବନ୍ଦ ରହିଥିଲା ।