Categories: Video

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣିମୀ । ଆଜିର ଦିନରେ ରତ୍ନ ସିଂହାସନକୁ ଛାଡି ସ୍ନାନମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ । ସେଥିପାଇଁ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥର କରୋନା ଓ ଲକଡାଉନ କଟକଣା ପାଇଁ ବିନା ଭକ୍ତରେ ଏବଂ ସୀମିତ ସେବୟାତଙ୍କୁ ନେଇ ହୋଇଛି ସ୍ନାନଯାତ୍ରା ।