ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି। ୟୁରୋପ ଗଣମାଧ୍ୟମର ସୂଚନା ଅନୁଯାୟୀ ଏବେସୁଦ୍ଧା ୟୁରୋପରେ ୧୧,୭୪୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୨୪,୭୩୬ ଏମାନଙ୍କ ମଧ୍ୟରୁ ୩୪,୨୧୯ ଜଣ ସୁସ୍ଥ ହୋଇଛନ୍ତି। ୬,୫୦୦ ଜଣ ଆଇସିୟୁରେ ରହିଛନ୍ତି।

Share