Categories: ଜାତୀୟ

ସ୍ବାଧୀନତାର ୭୨ ବର୍ଷ ପରେ ଜମ୍ମୁ-କଶ୍ମୀର ରାଜୌରିକୁ ବିଦ୍ୟୁତ୍‌ ଯୋଗାଣ

ଶ୍ରୀନଗର,୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ରାଜୌରି ଅଞ୍ଚଳରେ ସ୍ବାଧୀନତାର ୭୨ ବର୍ଷ ପରେ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ସୌଭାଗ୍ୟ ବିଦ୍ୟୁତ୍‌ ଯୋଜନା ଅନ୍ତର୍ଗତ ଏଠାକାର ୨୦ ହଜାର ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଏହି ଯୋଜନା ଅନୁସାରେ ଏଠାକାର ୨୦ ହଜାର ୩ ଶହ ପରିବାରଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। ଏଠାରେ ୨୦୧୭ ସେପ୍ଟେମ୍ବର ୨୫ରେ ସୌଭାଗ୍ୟ ଯୋଜନାର ଶୁଭାରମ୍ଭ କରାଯାଇଥିଲା।

Share