ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁଟିନ

ମସ୍କୋ,୧୫।୮: ଭାରତର ୭୩ ତମ ସ୍ବାଧୀନତା ଦିବସ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିତ ପୁଟିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚିଠିଲେଖି ପୁଟିନ ଏହି ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି। ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ଭଲ ଥିବା ବେଳେ ଉଭୟ ମିତ୍ର ରାଷ୍ଟଭାବେ ପରିଚିତ।

Share