ହଜ୍‌ ଯାତ୍ରୀଙ୍କୁ ତାଲିମ

ଭଦ୍ରକ ଅଫିସ,୧୬ା୬ : ଭଦ୍ରକ ଜିଲା ପୁରୁଣା ବଜାର ମଲିକ ମଇଦାନଠାରେ ହଜ୍‌ କରିବାକୁ ଯିବାକୁ ଥିବା ଲୋକଙ୍କୁ ତାଲିମ ପ୍ରଦାନ କରାଯାଉଛି l ଭଦ୍ରକ ହଜ୍‌ କମିଟି ପକ୍ଷରୁ ଏହି ତାଲିମ ପ୍ରଦାନ କରlଯାଉଥିବାବେଳେ ଯାତ୍ରା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା।