ହଳଦୀରେ ଅପମିଶ୍ରଣ: ମିଲ୍‌ରେ ପୋଲିସର ଚଢ଼ାଉ

ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍‌ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ ସୋମବାର ଚଢ଼ାଉ କରିଛି। ଖୁଦ, ଚାଉଳ ଗୁଣ୍ଡ, ତେଜପତ୍ର, ପଲିଥିନ୍‌ ପ୍ୟାକେଟ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପୋଲିସ ମିଲ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Share