Categories: ଜାତୀୟ

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରିଛନ୍ତି। ନାବାଳିକା ଅପହରଣ ଓ ବଳାତ୍କାର ଭଳି ସଙ୍ଗିନ ଦଫା ତାଙ୍କ ବିରୋଧରେ ଲଗାଯାଇଥିଲା। ଆଇପିସିର ବିଭିନ୍ନ ଧାରା ସହ ପୋକ୍ସୋ ଆଇନ ଅନୁଯାୟୀ ତାଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।

Share