Categories: ଫୁରସତ

ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି

ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ ହାତୀ ସହ ଜଣେ ବ୍ୟକ୍ତି ସହ ଗୋଟିଏ ଥାଳିରେ ଖାଦ୍ୟ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବ୍ୟକ୍ତି ଜଣଙ୍କ ଥାଳିରେ ଭାତ ଖାଉଥିବାବେଳେ ହାତୀ ନିଜ ଶୁଣ୍ଢରେ ଥାଳିରୁ ଭାତ ନେଇ ଖାଉଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୪୦୦ ହଜାର ଲୋକ ଶେୟାର କରିସାରିଲେଣି।

Share