ହିନ୍ଦୋଳରେ ଭାଜପା ପ୍ରାର୍ଥୀ ଅଶୋକ ନାଏକ ଆଗୁଆ

ହିନ୍ଦୋଳ, ୧୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଅଶୋକ ନାଏକ ଆଗୁଆ ହୋଇଛନ୍ତି। ତାଙ୍କୁ ୧୦୮୯୧ ଖଣ୍ଡ ଭୋଟ ମିଳିଛି। ତାଙ୍କ ପଛକୁ ସୀମାରାଣୀ ନାୟକ ୧୦୩୯୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସର ତ୍ରିନାଥ ବେହେରା ୧୪୯୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।