ହେବ ଛେରାପହଁରା: ପାଲିଙ୍କି ପ୍ରସ୍ତୁତ, ଗଜପତିଙ୍କୁ ଅପେକ୍ଷା

ପୁରୀ ଅଫିସ,୪।୭: ଶେଷ ହୋଇଛି ଧାଡ଼ି ପହଣ୍ଡି। ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ମଦନମୋହନ ବିଜେ କରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହାକୁ ନେଇ ଗଜପତିଙ୍କ ରାଜଉଆସରେ ପାଲିଙ୍କି ପ୍ରସ୍ତୁତ ହୋଇ ରହିଛି। ତେବେ କେବଳ ଅପେକ୍ଷା ଗଜପତିଙ୍କୁ। ନିର୍ଘଣ୍ଟ ସମୟାନୁଯାୟୀ ୧୨ଟା ୩୦ମିନିଟ୍‌ରେ ମଦନମୋହନ ବିଜେ କରିବେ। ଏହାପରେ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ।

Share