Posted inଜାତୀୟ

ହେଲମେଟ୍‌ ନ ଥିଲେ ମିଳିବନି ପେଟ୍ରୋଲ: ଜୁନ୍‌ ୧ରୁ ନିୟମ ହେବ ଲାଗୁ

ନୋଏଡ଼ା,୧୫ା୫: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ପ୍ରଶାସନ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ହେଲମେଟ୍‌ ପିନ୍ଧି ନ ଥିବା ଦୁଇ ଚକିଆ ଗାଡି ଚାଳକଙ୍କୁ ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ ମିଳିବନି। ଏହି ନିୟମ ଜୁନ୍‌ ୧ ଠାରୁ ଲାଗୁ ହେବ ବୋଲି ଜିଲାପାଳ ବୃଜେଶ ନାରାୟଣ ସିଂ ଏନେଇ ସୂଚନା ଦେଇଛନ୍ତି। ଏନେଇ ସହରର ସମସ୍ତ ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ସହିତ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ

ଲକ୍ଷ୍ନୌ,୧୩।୪: ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ଅଧୀନରେ ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ...

Namaste Yojana: ନମସ୍ତେ ଯୋଜନାରେ ଏହି କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା, ଆରମ୍ଭ ହେଲା ରେଜିଷ୍ଟ୍ରେଶନ

ଫରିଦାବାଦ,୧୩।୪: ସଫେଇ କର୍ମଚାରୀମାନଙ୍କୁ ସ୍ବେରେଜ ମ୍ୟାନହାଲ କିମ୍ବା ସେପ୍ଟିକ ଟ୍ୟାଙ୍କ ସଫା କରିବା ସମୟରେ ଦୁର୍ଘଟଣାଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେମାନେ ନମସ୍ତେ...

Success Story: ମା’ବାପା ଦିନ ମଜୁରିଆ, ଝିଅ ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ ହୋଇ ସାଜିଲେ ପ୍ରେରଣା

ଥିରୁବନନ୍ତପୁରମ୍,୧୩।୪: ଯଦି ଜଣେ ବ୍ୟକ୍ତିର ମନୋବଳ ଦୃଢ଼ ଥାଏ, ତେବେ ପ୍ରତିକୂଳ ପରିସ୍ଥିତିକୁ ଆଡେଇ ସଫଳତାର ଶୀର୍ଷରେ ପହଞ୍ଚିଥାଏ। ପ୍ରତିକୂଳ ପରିସ୍ଥିତିରେ ପ୍ରାପ୍ତ ସଫଳତା ସମାଜ...

Ayushman Bharat Yojana: ଚ୍ୟାଲେଞ୍ଜ ପାଲଟିଲାଣି ଆୟୁଷ୍ମାନ ଭାରତ ଯୋଜନା! ଦେୟ ବିଳମ୍ବ ପାଇଁ ଚିକିତ୍ସାରେ ଦେଖାଦେଲାଣି ସଙ୍କଟ

ଡେରାଡୁନ,୧୩।୪: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ସୁବର୍ଣ୍ଣ କାର୍ଡ ବା ଗୋଲ୍ଡ କାଡର ବିଶ୍ୱସନୀୟତା ବଜାୟ ରଖିବା ଉତ୍ତରାଖଣ୍ଡ ସରକାରଙ୍କ ପାଇଁ ଏକ...

‘ସବୁ ଧର୍ମ ଯଦି ଏକ, ତେବେ ଧର୍ମ ପରିବର୍ତ୍ତନର କ’ଣ ରହିଛି ଆବଶ୍ୟକତା’, RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୪: ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦି ସମସ୍ତ ଧର୍ମ...

ସୌରଭ ହତ୍ୟାକାଣ୍ଡ: ଗର୍ଭବତୀ ହେବା ପରେ ଜେଲରେ ବଦଳିଲା ମୁସ୍କାନଙ୍କ ଡାଏଟ, ଏବେ ମିଳିବ ଏସବୁ

ମେରଠ,୧୩।୪: ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଥିବା ସୌରଭ ହତ୍ୟା ମାମଲାରେ ଅଭିଯୁକ୍ତ ମୁସ୍କାନ ଏବଂ ସାହିଲ ଶୁକ୍ଲା ଜେଲରେ ଅଛନ୍ତି। ମୁସ୍କାନ ଗର୍ଭବତୀ ଥିବାରୁ, ତାଙ୍କର...

ବଡ଼ ଆକଳନ: ୩ ମାସ ଯାଏ ହେବ ଧୂଳିଝଡ, ବହିବ ଭୟଙ୍କର ଲୁ…

ବର୍ଷା-ପାଗ ପରେ, ଏବେ ଗ୍ରୀଷ୍ମ ଋତୁ ଆସିଗଲାଣି। ଉତ୍ତର ଭାରତରୁ ଦକ୍ଷିଣ ପର୍ଯ୍ୟନ୍ତ, ପାଗରେ ଯଥେଷ୍ଟ ଗରମ ଅନୁଭୂତ ହୋଇପାରେ। ତାପମାତ୍ରା ନିରନ୍ତର ବୃଦ୍ଧି ପାଉଛି...

ରହିବନି ପେଟ୍ରୋଲ ଚିନ୍ତା, ୧୦ ହଜାର ଟଙ୍କାରେ ମିଳିବ ଏହି ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କ’ଣ ରହିଛି ସୁବିଧା…

ନୂଆଦିଲ୍ଲୀ,୧୩ା୪: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡ଼ି ବିଷୟରେ ଚିନ୍ତିତ ଏବଂ ପେଟ୍ରୋଲରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଇଲେକ୍ଟ୍ରିକ ଗାଡ଼ି ଆପଣଙ୍କ ପାଇଁ ସର୍ବୋତ୍ତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image