ହୋସ୍‌ ଉଡାଇଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ କୁଇନ୍‌ ଯେତେବେଳେ ବି ସ୍ପଷ୍ଟ ହୁଅନ୍ତି ସେତେବେଳେ ସେ ଏକ ଭିନ୍ନ ଅନ୍ଦାରେ ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୋନମ୍‌ ବେଳେବେଳେ ଏମିତି କିଛି ଫଟୋ ଶେୟାର କରନ୍ତି ଯାହାକୁ ଦେଖି ଫିଦା ହୁଅନ୍ତି ତାଙ୍କ ପ୍ରଶଂସକ। ନିକଟରେ ସେ ଡ୍ୟାନ୍ସ ପୋଜରେ କିଛି ଫଟୋ ଶେୟାର କରିବା ସହ ଲେଖିଛନ୍ତି ‘Dance like no one is watching’। ଏହାକୁ ଦେଖି ଏବେ ଦିଓ୍ବାନା ହୋଇଛନ୍ତି କେତେଜଣ ୟଙ୍ଗଷ୍ଟର। ସୋମନ୍‌ ଏବେ ବଲିଉଡରୁ ସାମାନ୍ୟ ଦୂରେଇ ଯାଇଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ରହିଛନ୍ତି ଆକ୍ଟିଭ।

Share