Categories: Video

ହ୍ବାଇଟହାଉସରେ କରୋନା ଆତଙ୍କ

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ ସ୍ଥିତି ସଙ୍ଗୀନ । ପ୍ରତିଦିନ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା କାୟାରୁ ହ୍ବାଇଟ ହାଉସ ବି ବର୍ତ୍ତିପାରିନି । ହ୍ବାଇଟ୍ ହାଉସରେ ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି ।ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଉପରାଷ୍ଟ୍ରପତିଙ୍କ ମୁଖପାତ୍ର କେଟି ମିଲର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।