Categories: ବାଣିଜ୍ୟ

ୟୁନିୟନ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୮-୮: ଅଲ୍‌ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ଏଆଇୟୁବିଓଏଫ୍‌) ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୩.୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଦେବାଶିଷ ଘୋଷ, ଏଓୟୁବିଓଏ ସାଧାରଣ ସମ୍ପାଦକ ଯତିକାନ୍ତ ମହାନ୍ତି, ସଭାପତି ଲିଙ୍ଗରାଜ ଆଚାର୍ଯ୍ୟ, ଓ୍ବିମେନ୍‌ ଓ୍ବିଙ୍ଗ ପ୍ରତିନିଧି ଶ୍ରୀମତି ରୋଜା,ଏଆଇଏସ୍‌ବିଓଏଫ୍‌ ସଭାପତି ସମ୍ବିତ ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Share