Advertisement

ଚୋରା ଦେଶୀମଦ ଜବତ: ଜଣେ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଶୁକ୍ରବାର ବାଲାଗୋଡ଼ା ସ୍ଥିତ ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୧୦ ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏହା ସହ ଉକ୍ତ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ରାମ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share