Categories: ଜାତୀୟ

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଘର ଭଡା ପାଇଁ ଆସିବ ନୂଆ ଆଇନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ଚାଲିଛିି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଆଗତ କରିଛନ୍ତି।
ବଜେଟ୍‌ ମୁଖ୍ୟାଂଶ
-‘ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ଗ୍ରୀଡ୍‌କୁ ଗୁରୁତ୍ୱ’

-ଖୁବ୍‌ଶିଘ୍ର ଶକ୍ତି କ୍ଷେତ୍ରରେ ଆସିବ ଶୁଳ୍କ ସଂସ୍କାର

-ଏମଏସଏମଇ କ୍ଷେତ୍ରକୁ ସ୍ବଳ୍ପ ସୁଧରେ ଋଣ ଯୋଗାଇ ଦିଆଯିବ

-୪ବର୍ଷରେ ୪ଗୁଣା ହେବ ଜଳ ପରିବହନ

-ଘର ଭଡା ପାଇଁ ଆସିବ ନୂଆ ଆଇନ୍‌

 

Share