Categories: ଜାତୀୟ

୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍‌ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା କରାଯିବ ବୋଲି କୁହାଯାଉଛି। ଘର ଘର ବୁଲି ନିୟୋଜିତ କର୍ମଚାରୀ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ। ଲୋକେ ଚାହିଁଲେ ତଥ୍ୟ ଅନ୍‌ଲାଇନ୍‌ରେ ମଧ୍ୟ ଦେଇପାରିବେ ବୋଲି ପୂର୍ବରୁ କୁହାଯାଉଥିଲା।

Share